Browsing Tag

dale steyn

ଦକ୍ଷିଣ ଆଫ୍ରିକାକୁ ବଡ ଝଟକା, ବିଶ୍ଵକପରୁ ବାଦ୍ ପଡିଲେ ଡେଲ୍ ଷ୍ଟେନ୍

ଦକ୍ଷିଣ ଆଫ୍ରିକାକୁ ଲାଗିଛି ଝଟକା। ଲଗାତାର ଦୁଇଟି ମ୍ୟାଚ ହାରିବା ପରେ ଦଳର ବିଶିଷ୍ଟ ଦ୍ରୁତ ବୋଲର ଡେଲ ଷ୍ଟେନ୍ ସମ୍ପୂର୍ଣ୍ଣ ବିଶ୍ଵକପରୁ ବାଦ୍ ପଡ଼ିଛନ୍ତି। ଭାରତ ବିପକ୍ଷ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଡେଲ୍ ଷ୍ଟେନଙ୍କ କାନ୍ଧରେ ଆଘାତ ଲାଗିବା କାରଣରୁ ସେ ବିଶ୍ଵକପରେ ଖେଳିବେ ନାହିଁ।…