Browsing Tag

dating school

ଅଦ୍ଭୁତ ସ୍କୁଲ , ଏଠାରେ ପାଠ ନୁହଁ ବରଂ ଡେଟିଂର ଦିଆଯାଉଛି ଟ୍ରେନିଂ

ଟେକ୍ନୋଲୋଜି , ପ୍ରଡ଼ୋକ୍ସନ୍ ଏବଂ ଇନଭେସନ୍ ମାମଲାରେ ଚାଇନା ଦୁନିଆରେ ସବୁଠାରୁ ଆଗରେ ରହିଛି।କିନ୍ତୁ ଆଜି ଆମେ ଚାଇନାରେ ଥିବା ଏପରି ଏକ ସ୍କୁଲ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ବିଦ୍ଯାର୍ଥିଙ୍କୁ ଦିଆଯାଉଛି ଡ଼େଟିଂର ଟ୍ରେନିଂ। ଆଜ୍ଞା ହଁ,ଏହି ସ୍କୁଲରେ ପୁରୁଷ ଏବଂ ମହିଳାଙ୍କ ମନ ଜିତିବାର…