Browsing Tag

deadbody in train

ଟ୍ରେନ୍‌ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା : ଜିଆରପିକୁ ମିଳିଲା ବଡ଼ ସୁରାକ, ରାଉରକେଲାରେ ତନାଘନା

ଭୁବନେଶ୍ୱର (କେନ୍ୟୁଜ୍‌) : ଟ୍ରେନ୍‌ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ରେଳବାଇ ପୋଲିସ୍‌କୁ ମିଳିଛି ବଡ଼ ସୁରାକ୍‌ । ରାଉରକେଲା ଷ୍ଟେସନ୍‌ରେ ଲାଗିଥିବା ସିସିଟିଭିରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଘଟଣା ଦିନ ମହିଳା ଜଣକ ରାଉରକେଲା ଷ୍ଟେସନ୍‌ରୁ ଟ୍ରେନ୍‌ ଧରିଥିବା…