Below header
Browsing Tag

dhamnagar election

ଧାମନଗର ଉପନିର୍ବାଚନ ମଇଦାନରେ ମୋଟ୍‌ ୫ଜଣ ପ୍ରାର୍ଥୀ, ୧୩୪ଟି ବୁଥର ନାଁ ବଦଳିଛି: ନିର୍ବାଚନ କମିଶନଙ୍କ ସୂଚନା

ଭୁବନେଶ୍ବର(କେନ୍ୟୁଜ୍): ଧାମନଗର ଉପନିର୍ବାଚନ ମଇଦାନରେ ମୋଟ୍‌ ୫ଜଣ ପ୍ରାର୍ଥୀ । ଆଜି ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ୫ଜଣ ପ୍ରାର୍ଥି ମଇଦାନରେ ଅଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ମୋଟ୍‌ ଭୋଟର ୨ ଲକ୍ଷ ୩୮ ହଜାର ୪୧୭ । ମୋଟ୍‌ ୨୫୨ ମତଦାନ କେନ୍ଦ୍ର କରାଯିବ ।…