Below header
Browsing Tag

Dhauli Kalinga Festival

ସରିଲା ଧଉଳି କଳିଙ୍ଗ ମହୋତ୍ସବ

ପିପିଲି (କେନ୍ୟୁଜ୍‌) : ସରିଲା ଧଉଳି କଳିଙ୍ଗ ମହୋତ୍ସବ। ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟଭିଜନ୍ ଦ୍ୱାରା ଆୟୋଜିତ ୨୦ ତମ ଧଉଳି କଳିଙ୍ଗ ମହୋତ୍ସବ ଶେଷ ହୋଇଛି । ଉଦଯାପନୀ ସଂଧ୍ୟାକୁ ଭାରତ ସରକାରଙ୍କ ଶ୍ରମ ଓ…

ଜମୁଛି ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବ: ୨ୟ ସଂଧ୍ୟାରେ ଗୁରୁ ଇଲିୟାନା ସୀତାରିଷ୍ଟଙ୍କ ଦ୍ୱାରା ମହାକବି କାଳିଦାସଙ୍କ…

ପିପିଲି: ଧଉଳି ପାହାଡ ପାଦଦେଶରେ ଜମୁଛି ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବ । ମହୋତ୍ସବର ୨ୟ ସଂଧ୍ୟାରେ ଆର୍ଟ ଭିଜନର ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରଥମ ପ୍ରସ୍ତୁତିରେ ରାଗ କଳାବତୀ ଓ ତାଳ ତ୍ରିପଟାରେ ‘ପଲ୍ଲବୀ’ ପରିବେଶଣ କରିଥିଲେ କଳାକାର । ପରେ ଗୁରୁ ଇଲିୟାନା ସୀତାରିଷ୍ଟଙ୍କ ଦ୍ୱାରା ମହାକବି…