ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ! କାମାକ୍ଷାନଗର ଖରଖରି ଗାଁ ମାରାମ୍ବୁରୁ ନାଳ ନିକଟରୁ ମୃତଦେହ ଉଦ୍ଧାର
ଢେଙ୍କାନାଳ: ପୁଣି ଲଜ୍ଜା । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଢେଙ୍କାନାଳ କାମାକ୍ଷାନଗର ଥାନା ଖରଖରି ଗାଁ ମାରାମ୍ବୁରୁ ନାଳ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି।
ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍ ଟିମ୍ ଓ କଙ୍କଡାହାଡ…