Below header
Browsing Tag

dipali jena murder

ଆଡଭୋକେଟ୍ ଦୀପାଳି ଜେନାଙ୍କ ଆତ୍ମହତ୍ୟା ମାମଲାରେ ଆତ୍ମସମର୍ପଣ କଲେ ବୟଫ୍ରେଣ୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଆଡଭୋକେଟ୍ ଦୀପାଳି ଜେନାଙ୍କ ଆତ୍ମହତ୍ୟା ମାମଲାରେ ଆତ୍ମସମର୍ପଣ କଲେ ବୟଫ୍ରେଣ୍ଡ । ଘଟଣାର ୩ ମାସ ପରେ ଭୁବନେଶ୍ୱର ସେସନ୍ସ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାଁ ବିକ୍ରମ ମିଶ୍ର । କୋର୍ଟରେ ହାଜର ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ।…