ଆଡଭୋକେଟ୍ ଦୀପାଳି ଜେନାଙ୍କ ଆତ୍ମହତ୍ୟା ମାମଲାରେ ଆତ୍ମସମର୍ପଣ କଲେ ବୟଫ୍ରେଣ୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଆଡଭୋକେଟ୍ ଦୀପାଳି ଜେନାଙ୍କ ଆତ୍ମହତ୍ୟା ମାମଲାରେ ଆତ୍ମସମର୍ପଣ କଲେ ବୟଫ୍ରେଣ୍ଡ । ଘଟଣାର ୩ ମାସ ପରେ ଭୁବନେଶ୍ୱର ସେସନ୍ସ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାଁ ବିକ୍ରମ ମିଶ୍ର । କୋର୍ଟରେ ହାଜର ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଗତବର୍ଷ ଅକ୍ଟୋବର ମାସ ୨୦ ତାରିଖରେ ଦୀପାଳିଙ୍କ ମୃତ୍ୟୁ ହୋଇଥିଲା । ତାପରଠୁ ଫେରାର୍ ଥିଲେ ବୟଫ୍ରେଣ୍ଡ ବିକ୍ରମ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.