Below header
Browsing Tag

divorced

ଅଜବ ଘଟଣା : ପତ୍ନୀଙ୍କ ଓଜନ ବଢ଼ିବାରୁ ରାଗରେ ଛାଡ଼ପତ୍ର ଦେଲେ ସ୍ୱାମୀ, ମାମଲା ଶୁଣି ପୋଲିସ ବି ହୋଇଗଲା ଆଶ୍ଚର୍ଯ୍ୟ

ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହାକୁ ଏକ ଅଜବ ଘଟଣା ଆମେ କହିପାରିବା । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଏଭଳି କିଛି କହିଛନ୍ତି ଯାହା ଫଳରେ ମହିଳା ଜଣଙ୍କ ପୋଲିସ ଥାନାରେ ଅଭିଯୋଗ କରିବାକୁ…

୯ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ, ପରସ୍ପର ଠାରୁ ଅଲଗା ହେଲେ ଅଲି-ସଞ୍ଜୀଦା ଶେଖ

ଅଭିନେତା ଅମୀର ଅଲି ଏବଂ ଅଭିନେତ୍ରୀ ସଞ୍ଜୀଦା ଶେଖ ଟିଭିର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ । ଅମିର ଅଲି ଏବଂ ସଞ୍ଜୀଦା ଶେଖ ଦୀର୍ଘ ଦିନ ଧରି ଅଲଗା ରହୁଥିଲେ। ବର୍ତ୍ତମାନ ଉଭୟଙ୍କ ଛାଡପତ୍ର ହୋଇଯାଇଛି। ତେବେ ଅମୀର କିମ୍ବା ତାଙ୍କ ପତ୍ନୀ ସଞ୍ଜୀଦା ଏ ବିଷୟରେ କିଛି ନିଶ୍ଚିତ…