Browsing Tag

doordarshan trailer

ରିଲିଜ୍‌ ହେଲା ‘ଦୂରଦର୍ଶନ’ ଟ୍ରେଲର, ତାଜା ହେଲା ୯୦ ଦଶକର ସ୍ମୃତି

ମାହି ଗିଲ୍‌ଙ୍କ ଫିଲ୍ମ ‘ଦୂରଦର୍ଶନ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏଥିରେ ୯୦ ଦଶକର ଜୀବନଶୈଳୀ ଦେଖିବାକୁ ମିଳିଛି। ମନୋରଞ୍ଜନଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କର ବ୍ୟସ୍ତବହୁଳ ଜୀବନଚଯ୍ୟର୍ାକୁ ଅତି ମଜାଳିଆ ଢଙ୍ଗରେ ଦର୍ଶକଙ୍କ ସାମ୍ନାକୁ ଅଣାଯାଇଛି। ବୁଢୀ ଦାଦି ବେଡ୍‌ରେ ପଡ଼ିଥିବା…