Below header
Browsing Tag

eating tamato

ସ୍ୱାସ୍ଥ୍ୟ ପ୍ରତି ଅଧିକ ଲାଭଦାୟକ ହୋଇଥାଏ ସବୁଜ ଟମାଟୋ

ଟମାଟୋ ଆମ ରୋଷେଇର ଏକ ଗୁରୁତ୍ୱପୂର୍ଣ୍ଣ ପରିବା, ଯାହାକୁ କିଛି ନା କିଛି ମାଧ୍ୟମରେ ଖାଦ୍ୟରେ ବ୍ୟବହାର କରାଯାଇଥାଏ । ଲାଲ ଟମାଟୋ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆଉ ଏହା ବଜାରରେ ଅତି ସହଜରେ ମିଳି ଯାଏ । ହେଲେ ଲାଲ ଟମାଟୋ ଠାରୁ ସବୁଜ ଟମାଟୋ ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ ଏହି…

ସପ୍ତାହକୁ ଖାଇଲେ ୧୦-୧୨ଟି ଟମାଟୋ, ଦୂର ହେବ ଅନେକ ଜଟିଳ ସମସ୍ୟା

ସବୁ ଋତୁରେ ମିଳୁଥିବା ପରିବାମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଟମାଟୋ । ଏହାର ବ୍ୟବହାର ତରକାରୀ, ଖଟ୍ଟା ତଥା ସାଲେଡ଼ ଆଦିରେ କରାଯାଇଥାଏ। ତେବେ ଏହାର ସେବନ ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର‌୍ୟ୍ୟ ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଏହାର…