Below header
Browsing Tag

fake factory seized

ନକଲି ଧୂପକାଠି ଫ୍ୟାକ୍ଟ୍ରି ଉପରେ ଚଢ଼ଉ, ପାଖାପାଖି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମାଲ୍ ଜବତ

କଟକ(କେନ୍ଯୁଜ୍) : ନକଲି ଧୂପକାଠି ଫ୍ୟାକ୍ଟ୍ରି ଉପରେ ଚଢ଼ଉ। କଟକ ଗଙ୍ଗାମନ୍ଦିର ନିକଟରେ ଦୀର୍ଘ ୧୦ ବର୍ଷ ହେବ ଚାଲିଆସିଥିବା ଏହି ନକଲି ଧୂପକାଠି ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଛି ଲାଲବାଗ ଥାନା ପୋଲିସ। ଚଢ଼ଉ ବେଳେ ପାଖାପାଖି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ କରିଛି ପୋଲିସ।…

ବ୍ରହ୍ମପୁରରେ ଠାବ ହେଲା ନକଲି ଲୁବ୍ରିକେଣ୍ଟ କାରଖାନା: ବିପୁଳ ପରିମାଣ ସାମଗ୍ରୀ ଜବତ, ଜଣେ ଗିରଫ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ସହରରେ ଦୀର୍ଘ ଦିନ ଧରି ଚାଲିଥିଲା ନକଲି ଲୁବ୍ରିକାଣ୍ଟ ଅଏଲ୍ କାରଖାନା। ଆଜି ଟାଉନ ଥାନା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଏକ କାରକୁ ଜବତ କରିଥିଲା। ଆଉ ସେଥିରୁ ମିଳିଥିଲା ବିଭିନ୍ନ କିସମର ନାମୀଦାମୀ କମ୍ପାନୀର ଅଏଲ୍। ଏହାପରେ ନିଳାଦ୍ରୀ ବିହାର…