Below header
Browsing Tag

Former College Principal hacked to death

ସୁଧ ପାଇଁ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷକଙ୍କୁ ହତ୍ୟା

କଟକ(କେନ୍ୟୁଜ୍‌) : କଟକରେ ନିର୍ମମ ହତ୍ୟା । ସୁଧ ଟଙ୍କା ଆଦାୟ କରିବାକୁ ନେଇ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷକଙ୍କୁ କରାଯାଇଛି ହତ୍ୟା । ଶିକ୍ଷକ ଜଣକ ସୁଧ ଟଙ୍କା ଆଦାୟ କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ଭୁଜାଲିରେ ଆକ୍ରମଣ କରାଯାଇଥିଲା । ମୃତ ଅଧ୍ୟକ୍ଷ ହେଲେ ସୁଦର୍ଶନ ଶତପଥୀ ।…