Browsing Tag

gajapat

ଗଜପତିରେ ବର୍ଷା ବିତ୍ପାତ, ମହେନ୍ଦ୍ରଗିରିରେ ଫସି ରହିଥିବା ୨୪ ପର୍ଯ୍ୟଟକ ଉଦ୍ଧାର

ଗଜପତି : ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ । ଜିଲ୍ଲାର ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି । ଭୂସ୍ଖଳନ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଅଛନ୍ତି । ସେପଟେ…

ଲଗାଣ ବର୍ଷାରେ ସ୍ଥିତି ବେହାଲ: ଧସିଲା ପାହାଡ଼, ରାସ୍ତା ଅବରୋଧ

ଗଜପତି (କେନ୍ୟୁଜ): ଲଗାଣ ବର୍ଷାରେ ଧସିଲା ପାହାଡ଼। ଗଜପତିରେ ଲଗାଣ ବର୍ଷା ଯୋଗୁଁ ପାହାଡ ଧସି ରାସ୍ତା ଅବରୋଧ ହୋଇଛି। ଗତକାଲି ଗୁମ୍ମା ବ୍ଲକ ଦେବଗିର ପାହାଡ଼ ଧସିଯାଇ ରାସ୍ତା ଅବରୋଧ ହୋଇଛି। ଫଳରେ କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ପାହାଡରୁ ବଡ଼…