Below header
Browsing Tag

girl cheated by the lover

ନ୍ୟାୟ ପାଇଁ ପ୍ରେମିକ ଦୁଆରେ ପ୍ରେମିକା, ଘର ଲୋକ ପଳାଇ ଗଲେ

ଯାଜପୁର ରୋଡ (କେ ନ୍ୟୁଜ) : ନ୍ୟାୟ ପାଇଁ ପ୍ରେମିକ ଘର ସାମ୍ନାରେ ବସିଲା ପ୍ରେମିକା। ତାଙ୍କର ଅଭିଯୋଗ ହେଉଛି ପ୍ରେମିକ ଜଣକ ତାଙ୍କୁ ପ୍ରେମ କରି ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ କଥାରୁ ଓହରି ଯାଉଛନ୍ତି । ତେଣୁ ସେ ନିଜ ହକ୍‌ ପାଇଁ ପ୍ରେମିକ ଘର ସାମ୍ନାରେ ଜଗି ବସିଥିଲେ…