Below header
Browsing Tag

girl sale complaint

ରାୟଗଡ଼ା ଚାନ୍ଦିଲିର ଜଣେ ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି ଅଭିଯୋଗ, ଚାକିରୀ ନାଁରେ ଦଲାଲ ନେଇଥିଲେ ଆନ୍ଧ୍ର

ରାୟଗଡ଼ା(କେନ୍ଯୁଜ୍) : ରାୟଗଡ଼ା ଜିଲ୍ଲା ଚାନ୍ଦିଲିର ଝିଞ୍ଜିରିବାଡ଼ି ଗାଁର ଜଣେ ଯୁବତୀଙ୍କୁ ରାଜସ୍ଥାନରେ କାମ ଯୋଗାଇ ଦେବା ନାଁରେ ଏକ ଲକ୍ଷ ଟଙ୍କାରେ ବିକି ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ ନିକଟରେ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ…