Below header
Browsing Tag

government new guideline

ଅନଲକ୍ ୧.୦: ଆସିଲା ରାଜ୍ଯ ସରକାରଙ୍କର ନୂଆ ଗାଇଡ୍ ଲାଇନ୍, କର୍ଫୁ ସମୟ ସେହି ସନ୍ଧ୍ଯା ୭ଟାରୁ ସକାଳ ୭ଟା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସାମ୍ବାଦିକ ସମ୍ମିଳନୀ। କରୋନା ଗାଇଡ୍ ଲାଇନକୁ ନେଇ କଲେ ବଡ ଘୋଷଣା । ଗ୍ଲୋବାଲ ଟ୍ରାଭେଲର୍ସମାନଙ୍କ ପାଇଁ ଦେଶରୁ ଦେଶକୁ କରୋନା ସଂକ୍ରମଣ ବ୍ଯାପିଥିବା ନେଇ ସେ କହିଛନ୍ତି । ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ଓଡିଶାକୁ ଫେରିଛନ୍ତି । ବାହାରୁ…

ଲକ୍‍ଡାଉନ-୨ ପାଇଁ ସରକାର ଜାରି କଲେ ନୂଆ ଗାଇଡଲାଇନ, ଜାଣନ୍ତୁ କ’ଣ ଆଉ କେଉଁ କ୍ଷେତ୍ରରେ ହେଲା ନିୟମ କୋହଳ

ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକଡାନର ସମୟ ସୀମାକୁ ବଢାଇ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବୁଧବାରଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ-୨ (୧୫ ଏପ୍ରିଲରୁ ମେ ୩) ପର୍ଯ୍ୟନ୍ତ ନୂଆ ଗାଇଡ ଲାଇନ ଜାରି କରାଯାଇଛି । କିନ୍ତୁ ୨୦ ଏପ୍ରିଲ…