ଗ୍ରାନାଇଟ୍ ୟୁନିଟରେ ଅଘଟଣ : ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ
ବ୍ରହ୍ମପୁର (କେନ୍ୟୁଜ): ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ସଦର ଥାନା କାଳୁଆ ଛକ ନିକଟରେ ଏକ ପଥର କ୍ୱାରିରେ ଏହି ଅଘଟଣ ଘଟିଛି । ଏଠାରେ ଏକ ପଥର କୁଆଁରୀରେ ଥିବା ଏକ ବଡ଼ ପଥର ତଳେ ଚାପି ହୋଇ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ସମ୍ପର୍କୀୟ…