Browsing Tag

gujarat corona

ଶ୍ମଶାନରେ କରୋନାର କରୁଣ ଦୃଶ୍ୟ : ଗୁଜୁରାଟରେ ଆଗୁଆ ଖୋଳାଯାଉଛି କବର, ଦେଖିଲେ ଉଡ଼ିଯିବ ହୋସ

କରୋନା ସଂକ୍ରମଣ ଏବେ କିଛି ରାଜ୍ୟରେ ସାଂଘାତିକ ସୃଷ୍ଟିରେ ପହଞ୍ଚିଛି । ଗୁଜୁରାଟରେ ଏହି ସ୍ଥିତି ଏପରି ଅବସ୍ଥାରେ ପହଞ୍ଚିଛି ଯେ ଶ୍ମଶାନରେ ଶବ ସଂସ୍କାର କରିବାକୁ ଅପେକ୍ଷା କରିବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟର ଶ୍ମଶାନରେ ଆଗୁଆ କବର ଖୋଳାଯାଇ ରଖାଯାଉଥିବା ଦେଖିବାକୁ ମିଳୁଛି…