କିଏ ଏହି ବୟସ୍କ ମହିଳା ! କାହିଁକି ତାଙ୍କ ସହ ସେଲ୍ଫି ଉଠାଉଛନ୍ତି ସବୁ ?
ପୁରୀ: ଏ ଘଟଣା ଗତ ରଥ ଯାତ୍ରା ବେଳର । ଗୁଣ୍ଡିଚା ମନ୍ଦିର କିନ୍ତୁ ଝାଉଁଳି ପଡିଥାଏ, ଆଉ ସେ ଆନନ୍ଦ ଉଲ୍ଲାସ ଖୁସି ନାହିଁ । ସେ ଫୁଲ ମାଳାରେ ସାଜସଜା କି ସୌନ୍ଦର୍ଯ୍ୟ ନାହିଁ । ଜଗା କାଳିଆର ଜନ୍ମ ବେଦୀ ଗୁଣ୍ଡିଚା ମନ୍ଦିର ଟିକେ ଖାଁ ଖାଁ ଲାଗୁଥାଏ । ମୁଖ୍ୟ ଫାଟକ ବନ୍ଦ ରହିଛି । ଆଉ ଫାଟକ…