Browsing Tag

hangover remedies

ରାତିର ହ୍ୟାଙ୍ଗଓଭର ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ, ତୁରନ୍ତ ଲାଗିବ ଫ୍ରେସ୍‌

ଖୁସି ହେଉ କି ଦୁଃଖ କିମ୍ବା କୌଣସି ପାର୍ଟିକୁ ଗଲେ ଅଧିକାଂଶ ଲୋକ ପ୍ରଚୁର ପରିମାଣରେ ମଦ ପିଇ ଦେଇଥାନ୍ତି। ଫଳରେ ପର ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଅଧିକ ମଦ୍ୟପାନ ଯୋଗୁ ମୁଣ୍ଡବିନ୍ଧା, ବାନ୍ତି ଲାଗିବା, ଅଧିକ ଶୋଷ ହେବା, ମୁଣ୍ଡ ବୁଲାଇବା, ଶରୀର ପୀଡ଼ା କରିବା ଭଳି…