Below header
Browsing Tag

human head seized

ପରକୀୟା ପ୍ରୀତିରୁ ବୀଭତ୍ସ କାଣ୍ଡ: ବାଲେଶ୍ୱରରେ ହତ୍ଯା କଲେ, ଭଦ୍ରକରେ କଟା ମୁଣ୍ଡ ଫୋପାଡ଼ି ଦେଇଗଲେ

ଚାନ୍ଦବାଲି(କେନ୍ୟୁଜ୍): ଗତ ୧୨ ତାରିଖ ଶନିବାର ବାଲେଶ୍ୱର ସଦର ଥାନା ଅଞ୍ଚଳରୁ ଜଣେ ଯୁବକର ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ । ଆଉ ଏହି ଗଳିତ ଶବର କଟା ମୁଣ୍ଡକୁ ଗତକାଲି ବାଲେଶ୍ୱର ପୋଲିସ ଭଦ୍ରକ ଜିଲ୍ଲା ଛତାବର ନିକଟସ୍ଥ ଏକ ଡ୍ରେନରୁ ଜବତ କରିଛି । ତେବେ ଏହା ଏକ ହତ୍ଯା…