Browsing Tag

hurricane in russia

ରୁଷରେ ଆସିଲା ଭୟଙ୍କର ଝଡ, ଆକାଶରେ ଉଡିଲା ଘରର ଛାତ ଏବଂ ମୋବାଇଲ ଟାୱାର , ଦେଖନ୍ତୁ ଭିଡିଓ

ରୁଷର ଓରାଲ ପ୍ରଦେଶର ଏକଟେରିନବର୍ଗରେ ସୋମବାର ଏକ ଭୀଷଣ ଝଡ଼ ସୃଷ୍ଟି ହୋଇଥିଲା ଯାହା ସହରରେ ଏକ ବଡ଼ ଧ୍ୱଂସାବଶେଷ ସୃଷ୍ଟି କରିଛି । ଏହି ଝଡ଼ରେ ଅନେକ ଘରର ଛାତ ଉଡିଯାଇଥିଲା, ମୋବାଇଲ୍ ଟାୱାର ଖସି ଯାଇଥିଲା ଏବଂ ଏହି ଘଟଣାରେ 3 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ତେବେ ଏହି ଭୟଙ୍କର ଝଡର ଅନେକ…