ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଦିନିକିଆ ହାରିଲା ଭାରତ, ମନ ଜିଣିନେଲା ବିରାଟଙ୍କ ବିହୁ ଡ୍ୟାନ୍ସ
ଭାରତ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଦିନିକିଆ ଭାରତ ୩୨ ରନରେ ହାରିଛି । କିନ୍ତୁ ଏହି ମ୍ୟାଚରେ ବିରାଟ କୋହଲିଙ୍କ ଡ୍ୟାନ୍ସ ସମସ୍ତଙ୍କ ମନ ଜିଣିନେଇଛି । ସବୁବେଳେ ମଇଦାନରେ ଆକ୍ଟିଭ ରହି ଫ୍ୟାନ୍ସଙ୍କ ମନୋରଂଜନ କରନ୍ତି ବିରାଟ କୋହଲି । ଆଉ ଏଥର ମଧ୍ୟ ସମାନ ଜିନିଷ କରିଛନ୍ତି । ଶ୍ରୀଲଙ୍କା…