Browsing Tag

ipl final today

ଆଇପିଏଲ୍‌ ଫାଇନାଲ୍‌ରେ ୧୯୩ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ, କୋଲକାତା ୩ ଓଭରରେ ୨୫ ରନ୍‌

ଦୁବାଇ : ଡୁପ୍ଲେସିସଙ୍କ ୮୬ ରନ୍‌ ସାଙ୍ଗକୁ ସବୁ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ଙ୍କ ଦମଦାର ବ୍ୟାଟିଂ ବଳରେ ଚ୍ନେନାଇ ସୁପର କିଙ୍ଗସ ଆଇପିଏଲ୍‌ ଫାଇନାଲ୍‌ରେ କରିଛି ୩ ଓ୍ଵିକେଟ୍‌ରେ ୧୯୨ ରନ୍‌ । ଫଳରେ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସକୁ ଟ୍ରଫି ଜିତିବା ପାଇଁ କରିବାକୁ ହେବ ୧୯୩ ରନ୍‌ ।…