ଇସ୍କନ ସାମ୍ନାରୁ ଜବରଦଖଲ ଉଚ୍ଛେଦ
ଭୁବନେଶ୍ୱର : ଭଙ୍ଗା ହେଲା ଭୁବନେଶ୍ୱର ଇସ୍କନ ସମାଧି ପୀଠ। ବାରମ୍ବାର ଡ୍ରେନେଜ ସମସ୍ୟା ଉପୁଜିବାରୁ ସମାଧି ପୀଠକୁ ଭାଙ୍ଗି ଦିଆଯାଇଛି। ଡ୍ରେନେଜ ସମସ୍ୟା ନେଇ ଇସ୍କନକୁ ବିଡିଏ ନୋଟିସ କରିଥିଲା। ଜବରଦଖଲ ଉଚ୍ଛେଦ ଜାରି ରହିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ଦୁଇ ପ୍ଲାଟୁନ…