Below header
Browsing Tag

italy death toll

ଇଟାଲୀରେ କରୋନା ସ୍ଥିତି ସାଂଘାତିକ, ମୃତକଙ୍କ ଶେଷକୃତ୍ୟ ପାଇଁ ଆଉ ମଶାଣିରେ ମିଳୁ ନାହିଁ ଜାଗା

ଇଟାଲୀ: ଇଟାଲୀରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୧୦ ହଜାର ୭୭୯ ଲୋକ ପ୍ରାଣ ହରାଇଲେଣି । ଏଭଳି ସ୍ଥିତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ଶେଷକୃତ୍ୟ ପାଇଁ ସ୍ଥାନ ମିଳୁନାହିଁ । ଏତେ ସଂଖ୍ୟାରେ ମୃତଦେହକୁ ପୋତିବା ପାଇଁ ମଶାଣିରେ ସ୍ଥାନ ନାହିଁ…

ଇଟାଲୀରେ କରୋନା ଆତଙ୍କ: ଗୋଟିଏ ଦିନରେ ୯ ଶହରୁ ଅଧିକ ଲୋକଙ୍କ ଗଲା ଜୀବନ, ଚିକିତ୍ସା କରୁଥିବା ୫୧ଜଣ ଡାକ୍ତରଙ୍କ ମୃତ୍ୟୁ

ଇଟାଲୀ: ଇଟାଲୀରେ ମୃତ୍ୟୁର ହାହାକାର। ଗୋଟିଏ ଦିନରେ ଇଟାଲୀରେ ୯ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ୮୬ ହଜାରରୁ ଅଧିକ ଲୋକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି । ଅପରପଟେ କରୋନା ମହାମାରୀର ଗଡ଼ ଇଟାଲୀରେ ଏହି ଭୂତାଣୁ ଯୋଗୁଁ ୫୧ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। କୁହାଯାଉଛି ଯେ…