Below header
Browsing Tag

jajpur corona yodha

ସରପଞ୍ଚ ହେବ ତ ଏମିତି: କରୋନା ମୁକାବିଲାରେ ସାଜିଛନ୍ତି ଯୋଦ୍ଧା, ଦୁଇମାସ ହେବ ଫେରିନାହାନ୍ତି ଘରକୁ

ଯାଜପୁର: କରୋନା ମହାମାରୀ ପାଇଁ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଦିନ କାଟୁଛନ୍ତି ପ୍ରବାସୀ ଓଡିଆ । ସେମାନଙ୍କ ଦାୟିତ୍ୱ ମୁଖ୍ୟତଃ ପଂଚାୟତର ସରପଞ୍ଚ ମାନଙ୍କ ଉପରେ । ଏଭଳି ସମୟରେ ବିଭିନ୍ନ କ୍ୱାରେନଟାଇନ ସେଂଟରରୁ ବିଭିନ୍ନ ଚିତ୍ର ଆସୁଛି । କିଏ ପ୍ରବାସୀଙ୍କୁ ବିଦାୟ ଦେବା ସମୟରେ ଭାବବିହ୍ୱଳ…