Below header
Browsing Tag

jajpur lockdown

ଯାଜପୁର ଟାଉନ:ଲକ୍‌ଡାଉନ୍‌ ନିମୟରେ କୋହଳ ପରେ ଜିଲ୍ଲାବାସୀ ଆଶ୍ୱସ୍ତ, ବିଭିନ୍ନ ସାମଗ୍ରୀ କଲେ କିଣାକିଣି

ଯାଜପୁର ଟାଉନ (କେ ନ୍ୟୁଜ୍‌) : ରାଜ୍ୟରେ ଲକଡାଉନ ବେଳେ ଯାଜପୁରରେ କୋହଳ ହେଲା କଟକଣା । ଆଜି ସକାଳ ୬ଟାରୁ ୧୦ଟା ଯାଏ ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିଥିବା କିଛି ଦୋକାନ ଖୋଲିଥିଲା । ଏଥିମଧ୍ୟରେ ଜିଲ୍ଲାର ସମସ୍ତ ବହି ଦୋକାନ, ସାଇକେଲ ଷ୍ଟୋର, ଗ୍ୟାରେଜ୍ ଓ ବିଦ୍ୟୁତ ଉପକରଣ, ଦୁଗ୍ଧଜାତ…

ଲକ ଡାଉନ ନିୟମ ଉଲଙ୍ଘନ କରି ଯାଜପୁର ଜିଲ୍ଲାର ବିଭିନ୍ନ ଥାନା ଦ୍ୱାରା ୩୦୨ ଟି ବାଇକ ଜବତ

ଯାଜପୁର ଟାଉନ: ଲକ ଡାଉନ ନିୟମ ଉଲଙ୍ଘନ କରି ଯାଜପୁର ଜିଲ୍ଲାର ବିଭିନ୍ନ ଥାନା ଦ୍ୱାରା ୩୦୨ ଟି ବାଇକ ଜବତ। ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଏସ ପି ଚରଣ ସିଂ ମିନା ଟୁଇଟ ଯୋଗେ ସୂଚନା ଦେଇଛନ୍ତି।