ଲକ ଡାଉନ ନିୟମ ଉଲଙ୍ଘନ କରି ଯାଜପୁର ଜିଲ୍ଲାର ବିଭିନ୍ନ ଥାନା ଦ୍ୱାରା ୩୦୨ ଟି ବାଇକ ଜବତ

ଯାଜପୁର ଟାଉନ: ଲକ ଡାଉନ ନିୟମ ଉଲଙ୍ଘନ କରି ଯାଜପୁର ଜିଲ୍ଲାର ବିଭିନ୍ନ ଥାନା ଦ୍ୱାରା ୩୦୨ ଟି ବାଇକ ଜବତ। ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଏସ ପି ଚରଣ ସିଂ ମିନା ଟୁଇଟ ଯୋଗେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.