କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ

କଟକ ଜିଲ୍ଲା ଇଶାଣୀ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଦେଇପୁର ଗ୍ରାମ ଦେବତୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ଚଣ୍ଡୀପାଠ, ହୋମ ଯଜ୍ଞ ଆଦି ଆୟୋଜିତ ହୋଇଥିଲା । ଗ୍ରାମବାସୀ ଗତ ରାମନବମୀ ଦିନ ସମସ୍ତେ ଏକ ମନରେ କରୋନାରୁ ରକ୍ଷା କରିବା ପାଇଁ ସମୂହ ପ୍ରାର୍ଥନା କରିଥିଲେ । ଅବଶ୍ୟ ଏହି ସମୟରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିଥିଲେ । ନିଜ ଘରେ ରହି ପ୍ରାର୍ଥନା କରିବା ସହ ଦୀପ ଦାନ କରିଥିଲେ ।

4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.