Below header
Browsing Tag

jcb viral video

ଅଣ୍ଡାଗୁଡ଼ିକୁ ବଞ୍ଚାଇବା ପାଇଁ ମା’ ଚଢ଼େଇର ସଂଘର୍ଷ…! ଶେଷରେ ମମତା ଆଗରେ ମୁଣ୍ଡ ନୁଆଁଇଲା ଜେସିବି; ହଟିଗଲା ପଛକୁ

ଏବେ ସୋସିଆଲ ମିଡିଆରେ ଏକ ମା’ ଚଢ଼େଇର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯିଏ ନିଜ ଅଣ୍ଡାଗୁଡ଼ିକୁ ବଞ୍ଚାଇବା ପାଇଁ ବଡ଼ ବିପଦକୁ ସାମ୍ନା କରୁଥିବା ଦେଖାଯାଉଛି। ଜଣେ ମା’ ନିଜ ପିଲାମାନଙ୍କୁ ବିପଦରେ ଦେଖି ସେମାନଙ୍କୁ ବଞ୍ଚାଇବା ପାଇଁ କୌଣସି ବି ସ୍ତର ପର୍ଯ୍ୟନ୍ତ ଯାଇପାରେ। ଏମିତି କରିବା ସମୟରେ…

ଭାରତୀୟ ଜେସିବିକୁ ଏମିତି ବ୍ୟବହାର କରିବେ ବୋଲି ତିଆରି କରିଥିବା ଲୋକ ବି ଚିନ୍ତା କରିନଥିବ! ଦେଖନ୍ତୁ ଭିଡିଓ

ଗାତ ଖୋଳିବା ପାଇଁ ହେଉ କିମ୍ବା କିଛି ବଡ଼ ଜିନିଷ ଉଠାଇବାକୁ ଆବଶ୍ୟକ ପଡ଼ିଥାଏ ଜେସିବି। ଏହା ନିଜ ପଞ୍ଝାରେ ବଡ଼ ବଡ଼ ଜିନିଷକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥାଏ। ଏହି ମେସିନ୍‌ ଦେଖିବାକୁ ଅନ୍ୟ ଗାଡ଼ି ତୁଳନାରେ ଅଦ୍ଭୁତ ହୋଇଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥାଏ।…