Browsing Tag

kadai chicken

ଆଜି ଘରେ ପ୍ରସ୍ତୁତ କରନ୍ତୁ କଡାଇ ଚିକେନ, ଆସିବ ଏକଦମ୍ ରେସ୍ତୋରାଁ ଭଳି ସ୍ୱାଦ

କଡାଇ ଚିକେନ୍ ଏକ ଏମିତି ଡିସ୍ ଯାହା ଚିକେନ୍ ପ୍ରେମୀମାନଙ୍କୁ ବହୁତ ପସନ୍ଦ ଆସିଥାଏ। ଆପଣ ଏହି ଡିସକୁ ଘରେ ବି ଅତି ସହଜ ଆଉ ସରଳ ଉପାୟରେ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ବନାଇବେ କଡାଇ ଚିକେନ୍‌। ଆବଶ୍ୟକ ସାମଗ୍ରୀ ଚିକେନ – ୭୫୦ ଗ୍ରାମ୍‌ ତେଲ – ୩ ଚାମଚ୍‌…