Browsing Tag

karbala

କର୍ବଲାରେ ମିନି ବସ୍ ବିସ୍ଫୋରଣ: ୧୨ ମୃତ

ବାଗଦାଦ୍: ଇରାକରେ ଏକ ମିନି ବସ୍ ବିସ୍ଫୋରଣରେ ୧୨ ଲୋକଙ୍କ ମୃତ୍ୟୁ ଘଟିଛି। କର୍ବଲାର ଶିହା ମୁସଲମାନ୍ ସମ୍ପ୍ରଦାୟ ବହୁଳ ଅଞ୍ଚଳରେ ଏହା ଘଟିଛି। କର୍ବଲାର ପ୍ରବେଶ ପଥର ଏକ ଚେକ୍ ଗେଟ୍ ନିକଟରେ ମିନି ବସ୍ ରେ ବିସ୍ଫୋରଣ ଘଟିଥିଲା। ଏଥିରେ ୫ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର…