Browsing Tag

kendujhor story

‘ମା’ ଅଧାରୁ ଛାଡି ଚାଲିଗଲା ଆଉ ବାପା ବାଙ୍ଗାଲୋରରେ, ଆମେ ଏବେ ବୁଢୀମା ସହିତ କେମିତି ବଞ୍ଚିବୁ, କ’ଣ ଖାଇବୁ’

ଛୋଟ ପିଲା, ସବୁବେଳେ ଖେଳକୁଦରେ ମନ। ମନ ମୁତବାକ ଖେଳିବା, ଡେଇଁବା, ଖାଇବାରେ ସବୁବେଳେ ତାଙ୍କର ମନ ରହିଥାଏ । ବାପା ମା’ଙ୍କ ପାଖରେ ଅଳି ଅଝଟ କରନ୍ତି। ଟିଭି ଦେଖିବାକୁ ଜିଦ କରନ୍ତି। ବିଭିନ୍ନ ପ୍ରକାର ଖେଳନା ସହିତ ଖେଳିବାକୁ ଭଲପାଆନ୍ତି।। ପରିବାରର ବୋଝ କ’ଣ ସେମାନେ ଜାଣିନଥାନ୍ତି।…