Below header
Browsing Tag

khandagiri fair

ଚଳିତ ବର୍ଷ ହେବନି ଖଣ୍ଡଗିରି ମେଳା, ବନ୍ଦ ରହିବ ଯାତ୍ରା: ବିଏମସି

ଭୁବନେଶ୍ୱର(କେ ନ୍ୟୁଜ): ଏଥର ଖଣ୍ଡଗିରି ମାଘ ସପ୍ତମୀ ମେଳା ହେବ ନାହିଁ । କୋଭିଡ କଟକଣାରେ କେବଳ ପରମ୍ପରା ରକ୍ଷା ପାଇଁ ହିଁ ବିଭିନ୍ନ ରୀତିନୀତି କରାଯିବ । ବିଏମସି ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି । କରୋନା ମହାମାରୀ ପାଇଁ ଏଥର ଖଣ୍ଡଗିରି ମାଘ ମେଳାରେ ଯାତ୍ରା…