ଚଳିତ ବର୍ଷ ହେବନି ଖଣ୍ଡଗିରି ମେଳା, ବନ୍ଦ ରହିବ ଯାତ୍ରା: ବିଏମସି

ଭୁବନେଶ୍ୱର(କେ ନ୍ୟୁଜ): ଏଥର ଖଣ୍ଡଗିରି ମାଘ ସପ୍ତମୀ ମେଳା ହେବ ନାହିଁ । କୋଭିଡ କଟକଣାରେ କେବଳ ପରମ୍ପରା ରକ୍ଷା ପାଇଁ ହିଁ ବିଭିନ୍ନ ରୀତିନୀତି କରାଯିବ । ବିଏମସି ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି । କରୋନା ମହାମାରୀ ପାଇଁ ଏଥର ଖଣ୍ଡଗିରି ମାଘ ମେଳାରେ ଯାତ୍ରା ପରିବେଷଣ କରାଯିବ ନାହିଁ । କୌଣସି ଷ୍ଟଲ ମଧ୍ୟ ବସିବ ନାହିଁ । ଏନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.