Browsing Tag

khandapada story

ଖଣ୍ଡପଡାରେ ସରପଂଚଙ୍କୁ ହତ୍ୟା, ପୂର୍ବ ଶତ୍ରୁତାକୁ ନେଇ ଘଟିଲା ଏପରି କାଣ୍ଡ

ଖଣ୍ଡପଡ଼ା (କେ ନ୍ୟୁଜ ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଢୋଲମରା ପଞ୍ଚାୟତର ସରପଞ୍ଚ ସୁଶାନ୍ତ ବେହେରାଙ୍କୁ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୁଶାନ୍ତ ରାତି ପ୍ରାୟ ସାଢ଼େ ୧୦ଟା ବେଳେ କାମ ସାରି ପଞ୍ଚାୟତ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ…