Below header
Browsing Tag

life imprisonmen

ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର : ତିନି ଜଣଙ୍କ ଜୀବନ ନେଇଥିବାରୁ ଆଜୀବନ କାରାଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ। 2021 ମସିହା ପାଟଣା ଥାନା ମାମଲା। ସଙ୍ଘବଦ୍ଧ ଭାବେ ଏରଣ୍ଡୀ ଗ୍ରାମର ହେମନ୍ତ ମହାନ୍ତଙ୍କ ଜୀବନ ନେଇଥିଲେ। ତିନି ଅଭିଯୁକ୍ତ ଶିବ ମୁଣ୍ଡା, ସଞ୍ଜୟ ମୁଣ୍ଡା, ରଥ…

ମା’ ପୁଅଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡଦେଶ

ମା' ପୁଅଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କଳିଗାଁ ରେ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଭିକ ମାଗି ଜୀବନ ବିତାଉଥିବା ମା' ପୁଅଙ୍କୁ ପ୍ରଥମେ ଠେଙ୍ଗା ରେ ପିଟି ହତ୍ୟା କରିବା…

ବ୍ରହ୍ମପୁର : ବୁଡୁ ପାତ୍ର ହତ୍ୟା ମାମଲାରେ ୮ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ବ୍ରହ୍ମପୁର (କେନ୍ୟୁଜ୍‌) : ୮ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ । ବ୍ରହ୍ମପୁରରେ ଏକ ହତ୍ୟା ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ । ୨୦୧୭ ସଦର ଥାନା ଆମ୍ବଗଡ଼ ଗାଁରେ ବୁଡ଼ୁ ପାତ୍ରଙ୍କୁ ହତ୍ୟା କରାଯାଇଥିଲା…