Browsing Tag

loss of appetite

ଭୋକ ନଲାଗିବା ଶରୀରକୁ ପହଞ୍ଚାଇଥାଏ ଅନେକ ପ୍ରକାର କ୍ଷତି, ଜାଣନ୍ତୁ କିପରି

ଶରୀରର ପ୍ରତ୍ୟେକ ଇଶାରା ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା କିଡନୀ ଫେଲ୍ ହେବାଠାରୁ କର୍କଟ ରୋଗ ପର୍ଯ୍ୟନ୍ତ ଇଶାରା ଦେଇଥାଏ । ଡାକ୍ତରଙ୍କ ମୁତାବକ, ଭୋକ ନଲାଗିବାର ଅନେକ କାରଣ ହୋଇପାରେ ।…