Browsing Tag

maharaja

ଭୁବନେଶ୍ୱର: ମହାରାଜା ସିନେମା ହଲ ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି, ଗାଡ଼ି ପାର୍କିଂ ମୂଳ କାରଣ

କେନ୍ୟୁଜ(ବ୍ୟୁରୋ): ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ। ଭୁବନେଶ୍ୱର ମହାରାଜା ସିନେମା ହଲ ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି। ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ବଚସା ହେବା ପରେ ମାଡ଼ପିଟ ହୋଇଛି। ଯୁବତୀ ଜଣକ କାରର ବନେଟ ଉପରେ ବସି କାରକୁ ବାହାରକୁ ଛାଡ଼ିନଥିଲେ। ତାଙ୍କ ସହ ଥିବା…