Below header
Browsing Tag

mali military camp

ଜିହାଦିଙ୍କ ବର୍ବରକାଣ୍ଡ: ମାଲି ସେନା ଶିବିର ଉପରେ ଭୟଙ୍କର ଆକ୍ରମଣ, ୧୯ ମୃତ, ୫ ଆହତ

ପଶ୍ଚିମ ଆଫ୍ରିକାର ମାଲି ମଧ୍ୟାଞ୍ଚଳରେ ଥିବା ଏକ ସୈନ୍ୟ ଶିବିର ଉପରେ ରବିବାର ସନ୍ଦିଗ୍ଧ ଜିହାଦିମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ସୁରକ୍ଷା ବଳର ୧୯ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଥିବା ସେନା ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି। ଜଣେ…