Browsing Tag

mango facepack

ଫଳ ରାଜା ଆମ୍ବ ବଢାଇବ ଆପଣଙ୍କ ଚେହେରାର ଚମକ, ଆପଣାନ୍ତୁ ଏହି ଫେସପ୍ୟାକ୍‌

ଆମ ଖାଇବାକୁ ଆପଣ ନିଶ୍ଚିତ ଭଲପାଉଥିବେ। ଗରମ ଦିନରେ ଆମ୍ବ ଖାଇବାକୁ ଅନେକ ଲୋକଙ୍କ ବହୁତ ପସନ୍ଦ ଥାଏ। କଞ୍ଚା ହେଉ ଅବା ପାଚିଲା ଆମ୍ବର ଏକ ଅଲଗା ପ୍ରକାର ଟେଷ୍ଟ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଆମ୍ବ କେବଳ ଖାଇବାରେ ସ୍ୱାଦିଷ୍ଟ ନୁହେଁ ବରଂ ଚେହେରାର ଚମକ ବଢାଇବାରେ ମଧ୍ୟ ସହାୟକ…