Below header
Browsing Tag

maruti ev

Maruti Gypsy ର ଇଲେକଟ୍ରିକ ଅବତାର ହେଲା ଲଞ୍ଚ୍‌, ଖାସ କରି ଇଣ୍ଡିଆନ୍‌ ଆର୍ମିଙ୍କ ପାଇଁ ରେଟ୍ରୋଫିଟ ହେଲା SUV

ବର୍ଷ ବର୍ଷ ଧରି ଭାରତୀୟ ରାସ୍ତାରେ ଧୂମ ମଚାଇଥିବା ମାରୁତି ଜିପସୀ ଆସୁଛି ଏକଦମ୍‌ ନୂଆ ଅବତାରରେ । ନୂଆ ଇଲେକଟ୍ରିକ ଅବତାରରେ ଲଞ୍ଚ୍‌ ହୋଇଛି ମାରୁତି ଜିପସୀ । ଆଉ ଏହି ଜିପ୍ସୀକୁ ଖାସ କରି ଇଣ୍ଡିଆନ୍‌ ଆର୍ମିଙ୍ଗ ପାଇଁ ପ୍ରସ୍ତୁତ କରାଯାଇଛି । ଏହାକୁ ଇଣ୍ଡିଆନ୍‌ ଆର୍ମି, ଆଇଆଇଟି ଦିଲ୍ଲୀ…