Browsing Tag

medical colleges in state

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ, ପୁରୀ, ସୁନ୍ଦରଗଡ଼ ଓ ତାଳଚେରରେ ହେବ କାର୍ଯ୍ୟକ୍ଷମ

କେନ୍ୟୁଜ୍ (ବ୍ୟୁରୋ) : ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ। ପୁରୀ, ସୁନ୍ଦରଗଡ଼ ଓ ତାଳଚେରରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ। ପୁରୀରେ ଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲ, ସୁନ୍ଦରଗଡ଼ରେ ମେଡିକାଲ କଲେଜ ଓ ହସପିଟାଲ ସୁନ୍ଦରଗଡ଼ ଏବଂ ତାଳଚେରରେ ମହାନଦୀ…