Below header
Browsing Tag

minor girl burnt

ଭଦ୍ରକ ସାରୋ ଗାଁରେ ଅଭାବନୀୟ ଘଟଣା, ରୋଷେଇ କରୁଥିବା ବେଳେ ନିଆଁରେ ପୋଡି ହୋଇ ନାବାଳିକା ଗୁରୁତର

ଭଦ୍ରକ: ନିଆଁରେ ପୋଡି ହୋଇ ନାବାଳିକା ଗୁରୁତର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ସାରୋ ଗାଁରେ ଅଭାବନୀୟ ଘଟଣା । ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଦେହରୁ ନିଅଁ ଲାଗି ଯାଇଥିଲା । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।