ଭଦ୍ରକ ସାରୋ ଗାଁରେ ଅଭାବନୀୟ ଘଟଣା, ରୋଷେଇ କରୁଥିବା ବେଳେ ନିଆଁରେ ପୋଡି ହୋଇ ନାବାଳିକା ଗୁରୁତର

ଭଦ୍ରକ: ନିଆଁରେ ପୋଡି ହୋଇ ନାବାଳିକା ଗୁରୁତର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ସାରୋ ଗାଁରେ ଅଭାବନୀୟ ଘଟଣା । ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଦେହରୁ ନିଅଁ ଲାଗି ଯାଇଥିଲା ।

ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.