ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ୍ ରାନିଗଞ୍ଜ’ର ଟ୍ରେଲର ହେଲା ରିଲିଜ୍, ଖୁବ୍ ଶୀଘ୍ର ହଲ୍ରେ ଦେଖିବା ପାଇଁ ମିଳିବ…
ବଲିଉଡର ଆକ୍ସନ ହିରୋ ଅକ୍ଷୟ କୁମାରଙ୍କୁ କିଏ ନଜାଣେ । ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ତାଙ୍କର ଆଉ ଏକ ଫିଲ୍ମ । ଫିଲ୍ମଟିର ନାମ ରହିଛି ‘ମିଶନ ରାନିଗଞ୍ଜ’ । ଚଳିତ ବର୍ଷ ପାଇଁ ଏହା ହେଉଛି ତାଙ୍କର ତୃତୀୟ ଫିଲ୍ମ । ଫିଲ୍ମଟିକୁ ଖୁବ ଶୀଘ୍ର ସେ ରିଲିଜ୍ କରିବା ପାଇଁ ଯାଉଛନ୍ତି । ତେବେ…