ଆଜିଠୁ ସମସ୍ତ ରୁଟ୍ରେ ଗଡିବ ମୋ ବସ୍, ରାଜ୍ୟ ସରକାରଙ୍କ ଅନଲକ୍-୭ ଗାଇଡ୍ଲାଇନ୍ରେ ମିଳିଛି ଅନୁମତି
ଭୁବନେଶ୍ବର: ଆଜିଠୁ ସମସ୍ତ ରୁଟ୍ରେ ଗଡିବ ମୋ ବସ୍। କେବଳ ରୁଟ୍ ନମ୍ବର ୨୯କୁ ଛାଡି ବାକି ୨୨ଟି ରୁଟ୍ରେ ୧୪୪ଟି ବସ୍ ଚାଲିବ। ପୂର୍ବରୁ ପର୍ଯ୍ୟାୟକ୍ରମେ ମୋ ବସ୍ ଚଳାଚଳକୁ ଅନୁମତି ଦିଆଯାଇଥିବାବେଳେ ରାଜ୍ୟ ସରକାରଙ୍କ ଅନଲକ୍-୭ ଗାଇଡ୍ଲାଇନ୍ରେ ସମସ୍ତ ରୁଟ୍ରେ ମୋ ବସ୍ ଗଡିବାକୁ…