Browsing Tag

mobile bettle shop

ମୟୁରଭଞ୍ଜ : ଦେଖି ନଥିବେ ଏମିତି ଭ୍ରାମ୍ୟମାଣ ପାନ ଦୋକାନ, ଗାଁ ଗାଁ ବୁଲି ଲୋକଙ୍କୁ ପାନ ଭାଙ୍ଗି ଖୁଆଉଛନ୍ତି ପ୍ରଦୀପ…

ଆପଣ ଦେଖିଥିବ ଫାଷ୍ଟଫୁଡ୍‌ ଦୋକାନ ସବୁ ଭ୍ରାମ୍ୟମାଣ ଗାଡ଼ିରେ ରହିଛି । କିଛି ଫେରିବାଲା ମଧ୍ୟ ଏହିଭଳି ଭାବେ ଗାଡ଼ିରେ ଜିନିଷ ଧରି ବିକିଥାନ୍ତି । ହେଲେ ଭ୍ରାମ୍ୟମାଣ ପାନ ଦୋକାନ ? କଥାଟା ଶୁଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ଏଭଳି ଏକ ଭ୍ରାମ୍ୟମାଣ ପାନ ଦୋକାନ କରି ପରିବାର…